Pratidin TV

Odisha's Digital News Platform

ରାଜ୍ୟାରେ ୪୦୦ ଟପିଲା ଦୈନିକ କରୋନା ସଂକ୍ରମଣ

ଭୁବନେଶ୍ୱର : ୨୪ଘଣ୍ଟାରେ ୪୦୧ ସଂକ୍ରମଣ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୬ ଜନ କ୍ୱାରେନଣ୍ଟିନରେ ଥିବାବେଳେ ୧୬୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ମଧ୍ୟରେ ୪୪ ଜଣ ସଂକ୍ରମିତ ରହିଛନ୍ତି ।ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୧ ହଜାର ୫୧୮ କୁ ବୃଦ୍ଧି ପାଇଛି ।ଏଥିମଧ୍ୟରୁ ରାଜ୍ୟରେ ୧୯୫୭ ଆକ୍ଟିଭ କେସ୍ ରହିଥିବା ବେଳେ ୧୨ ଲକ୍ଷ ୮୦ହଜାର ୩୮୨ ଜଣ ସୁସ୍ଥ ହୋଇଛନ୍ତି ।ଏବେ ସୁଦ୍ଧା ରାଜ୍ୟରେ ୩୨୧୬୩୩୦୨ ସାମ୍‌ପୁଲ ଟେଷ୍ଟ ହୋଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋଦ୍ଧାରୁ ସର୍ବାଧିକ ୧୯୪,କଟକରୁ ୬୪ , ବାଲେଶ୍ୱରରୁ ୧୭,ଭଦ୍ରକରୁ ୨ ଜଣ , ଗଜପତି ରୁ ୬ ଜଣ, ଗଞାମରୁ ୨ ଜଣ ,ଜଗତସିଂହପୁରରୁ ୫ ଜଣ , ୍‌ଯାଜପୁର ୪ ଜଣ, ପୁରୀରୁ ୧୪ ଜନ,ହେନ୍ଦ୍ରାପଡାରୁ ୩ ଜଣ , ମୟୁରଭଞରୁ ୬ ଜଣ , ସମ୍ବଲପୁରରୁ ୫ଜଣ , ସେହିପରି ସୁନ୍ଦରଗଡରୁ ୧୯ ଜଣ ବାହାରିଥିବାବେଳେ କୋରାପୁଟ ,ମାଲକାନାଗିରି,ରାୟଗଡା,ସୋନପୁର ରୁୁ ଜଣେ ଲେଖାଏଁ ବାହାରିଛନ୍ତି ।

Leave a Reply

Your email address will not be published. Required fields are marked *