Pratidin TV

Odisha's Digital News Platform

ବିଜେଡିରୁ ଇସ୍ତଫା ଦେଲେ ଅନୁଭବ୍ ମହାନ୍ତି ।

1 min read

ଭୁବନେଶ୍ୱର ; ବିଜେଡି ଛାଡିଲେ ଅନୁଭବ ମହାନ୍ତି । ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇଲେ ଅନୁଭବ । କାରଣ ସର୍ମ୍ପକରେ ଚିଠିରେ କିଛି ଲେଖା ନାହିଁ ।

୨୦୧୯ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ଲଢ଼ି ଲୋକସଭାକୁ ମନୋନୀତ ହୋଇଥିଲେ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ପରେ ପରେ ପାରିବାରିକ ବିବାଦ କାରଣରୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହିଥିଲେ । ଦଳ ଭିତରେ କୋଣଠେସା ହେବା ନେଇ ଅସନ୍ତୁଷ୍ଟ ଥିଲେ ବୋଲି ଚର୍ଚ୍ଚା ହେଉଥିଲା ତେବେ ପ୍ରକୃତ କାରଣ କଣ ତାହା ଜଣାପଡିନାହିଁ ।।

Advertisement

Leave a Reply

Your email address will not be published. Required fields are marked *