Pratidin TV

Odisha's Digital News Platform

(video)ଅସହ୍ୟ ଯନ୍ତ୍ରଣାକୁ ଛାତିରେ ଚାପିଧରି କାନ୍ଦି ପାରୁନାହାନ୍ତି ଅନୁଭବ ।

ବାପା ଭଲରେ ଯିବେ ଆମେ ତାଙ୍କୁ ଖୁସିରେ ବିଦାୟ ଦେବୁ କହୁଛନ୍ତି ଅନୁଭବ । ନିଜ ହୃଦୟକୁ କଠୋର କରି ଚାପି ରଖିଛନ୍ତି ସେଥିରେ ପାହାଡତୁଲ୍ୟ ଦୁଃଖ । ଆଜି ହାତଛାଡି ଅନୁଭବଙ୍କୁ ଏକାକରି ଚାଲିଗଲେ ବାପା ଅଭୟ । ଜୀବନର ଅନେକ ଝଡ ଝଞ୍ଜାପରେ ମଧ୍ୟ ହାର ମାନିନଥିଲେ ଅନୁଭବ କିନ୍ତୁ ବାପାଙ୍କ ନିରବ ମୁହଁ ଆଜି ତାଙ୍କୁ ଅସଂଖ୍ୟା ସଂଖ୍ୟାରେ ଖଣ୍ଡବିଖଣ୍ଡିତ କରିଦେଇଛି । ଶେଷଥର ପାଇଁ ବାପାଙ୍କୁ ଛାତିରେ ଚାପିଥିି ଗେଲ କରି ବିଦାୟ ଦେଲେ ପୁଅ ଅନୁଭବ ।

Leave a Reply

Your email address will not be published. Required fields are marked *