Pratidin TV

Odisha's Digital News Platform

(ଭିଡିଓ) ମାମୁଁଘରେ ପ୍ରଥମାଷ୍ଟମୀ ପାଳିଲେ ଅଭିନେତା ବାବୁସାନଙ୍କ ପୁଅ ଗୁଆନ…

ମାମୁଁଘରେ ପ୍ରଥମାଷ୍ଟମୀ ପାଳନ କଲେ ଅଭିନେତା ବାବୁସାନଙ୍କ ପୁଅ ଗୁଆନ । ଯାହାର ଭିଡିଓ ସାମ୍ନାକୁ ଆସିଛି । ବାବୁସାନ ଓ ତୃପ୍ତିଙ୍କ ପ୍ରଥମ ସନ୍ତାନ ବା ଜ୍ୟେଷ୍ଠ ପୁଅ ହେଉଛନ୍ତି ଗୁଆନ । ସମସ୍ତଙ୍କ ପରି ହୁଆନ ମଧ୍ୟ ନୂତନ ପୋଷାକ ପିନ୍ଧିଛନ୍ତି । ତାଙ୍କୁ ଫୁଲ ଚନ୍ଦନ ଓ ଅରୁଆ ଚାଉଳରେ ପୂଜା କରାଯିବା ସହ ସେ ଏଣ୍ଡୁରି ପିଠା ଖାଇ ପୋଢୁଆଁ ହୋଇଛନ୍ତି।ତେବେ ଗୁଆନ ଅନେକ ସମୟରେ ବାପା ବାବୁସାନଙ୍କ ସହ ମସ୍ତି କରୁଥିବାର ନଜର ଆସନ୍ତି ।

Leave a Reply

Your email address will not be published. Required fields are marked *