Pratidin TV

Odisha's Digital News Platform

ଅରିନ୍ଦମ୍ – ସିର୍ଦ୍ଧାନ୍ତଙ୍କ ପରେ ବିଜେପିରେ ମିଶିବେ ଅନୁଭବ୍ !

1 min read

ଆଜି ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ସିର୍ଦ୍ଧାନ୍ତ ମହାପାତ୍ର । ଏହା ପୂର୍ବରୁ ଅରିନନ୍ଦମ୍ ମଧ୍ୟ ବିଜେପିରେ ଯୋଗ ଦେଇସାରିଛନ୍ତି । ଏହି ଦୁଇ କଳାକାରଙ୍କ ବିଜେଡି ଛାଡି ବିଜେପିରେ ମିଶିବା ପରେ ଏବେ ଅନୁଭବଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

କ।ହିଁକି ନା ୨୦୧୯ରେ ଲୋକ ସଭାକୁ ନିର୍ବାଚିତ ହେବା ପୂର୍ବରୁ ଅନୁଭବ ରାଜ୍ୟ ସଭା ସଦସ୍ୟ ଥିଲେ। କିନ୍ତୁ ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଥର କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ଅନୁଭବଙ୍କ ବଦଳରେ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି।ଏନେଇ ଅନୁଭବ ବିଜେପିରେ ମିଶିବା ଚର୍ଚ୍ଚା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

Advertisement

Leave a Reply

Your email address will not be published. Required fields are marked *