Pratidin TV

Odisha's Digital News Platform

ଭରତପୁର ପରେ ଖଣ୍ଡଗିରି , ମଦ ପିଇ ପୋଲିସକୁ ଆଇନ ପାଠ ପଢାଇଲେ ମହିଳା …

1 min read

ଭରତପୁର ଘଟଣା ପରେ ଖଣ୍ଡଗିରିରୁ ଆସିଲା ଆଉ ଏକ ଚାଞ୍ଚଲ୍ୟକର ଭିଡିଓ । ମଦ ପିଇ ପୋଲିସକୁ ଆଇନ ପାଠ ପଢାଇଲେ ମହିଳା । ଯାହାର ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଂପୃକ୍ତ ମହିଳା ମାତାଲ ଅବସ୍ଥାରେ ଥାନାକୁ ଆସି ଆଇନର ପାଠ ପଢାଉଥିବା ଦେଖିବାକୁ ମିଳିଛି ।

ପୋଲିସ ବାବୁଙ୍କୁ ନଣ୍ଡାମୁଣ୍ଡିଆ କହିବା ସହ ନିଜ ପ୍ରେମ ସମ୍ପର୍କିୟ କଥାକୁ ନେଇ ଗାଳିଗୁଲଜ କରିଛନ୍ତି ମହିଳା ଜଣଙ୍କ । ତେବେ ସମୃକ୍ତ ଘଟଣା ସାମ୍ନାକୁ ଆସିବା ପରେ କମିଶନରେଟ୍ ପୋଲିସ ସମୃକ୍ତ ଘଟଣାର ଖୋଳ ତାଡ ଆରମ୍ଭ କରିଦେଇଛି ।

Advertisement

Leave a Reply

Your email address will not be published. Required fields are marked *