Pratidin TV

Odisha's Digital News Platform

ଫିଲ୍ମ ପରେ ଏବେ ଗଣନାଟ୍ୟକୁ ର୍ଟାଗେଟ୍ ; ଯାତ୍ରାକୁ ଅଧାରୁ ବନ୍ଦ କଲେ କୋଶଳ ସେନା …

ବଲାଙ୍ଗୀର ; ଓଲିଉଡ୍ କଳିରେ ବଳିପଡୁଛି ଯାତ୍ରା । ଏମିତି ବଲାଙ୍ଗୀର ଜିଲ୍ଲା ପାଟଣାଗଡର ନୁନହାଣ୍ଡିରେ ଯାତ୍ରା ବିରୋଧ କରି କୋଶଳ ସେନା ଯାତ୍ରାକୁ ବନ୍ଦ କରିଥିଲେ। ପରେ ବିଭିନ୍ନ ସ୍ଥାନରେ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଯାତ୍ରାକୁ ବନ୍ଦ କରାଯାଇଥିଲା।

ସୂଚନା ଅନୁଯାୟୀ ଗତକାଲି ବଲାଙ୍ଗୀର ଜିଲ୍ଲାର ସଇଁତଳା ଥାନା ବିଣ୍ଡାପାଲି ଗ୍ରାମରେ ସାବିତ୍ରୀ ଅପେରା ପଡ଼ିଥିବାବେଳେ ଏହି ଅପେରା ଚାରିଦିନ କରିବାର ଥିଲା। କିନ୍ତୁ କୋଶଳ ସେନାର କର୍ମକର୍ତ୍ତାମାନେ ପ୍ରଥମ ଦିନରେ ହି ଯାତ୍ରା ଚାଲୁଥିବା ସମୟରେ ପହଂଚି ଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରି ଦେଇଥିଲେ ।

Leave a Reply

Your email address will not be published. Required fields are marked *