Pratidin TV

Odisha's Digital News Platform

ତାଲା ବନ୍ଦ ନେବାକୁ ନେଇ ତୁମୁଳକାଣ୍ଡ….ପଡୋଶୀର କାନ ଛିଣ୍ଡାଇ ଗିଳିଦେଲା ପଡୋଶୀ

1 min read

ଉତ୍ତରପ୍ରଦେଶ ଅଗରଠାରେ ଆଜେବା ମାମଲା ସାମ୍ନାକୁ ଆସିଛି |ଭଡା ଘରେ ରହୁଥିବା ପଡୋଶୀମାନଙ୍କ ମଧ୍ୟରେ ବିବାଦ ଏତେ ବଢିଗଲା ଯେ ତାହା ଝଗଡ଼ାରେ ପହଞ୍ଚିଗଲା | କେବଳ ଏତିକି ନୁହେଁ ମହିଳା ଜଣକ ପଡୋଶୀ ଯୁବକଙ୍କ କଣ କାମୁଡି ଦେଇଥିଲେ | ତାଙ୍କ ସ୍ୱାମୀ ପଡୋଶୀ ଯୁବକଙ୍କ ହାତ ଧରିଥିଲେ | ଏବଂ ମହିଳା ଜଣକ ତାଣ୍କ କଣ କାମୁଡି କାଟିଦେଇଥିଲେ | ଏବଂ ସେ କଣ ଅଂଶକୁ ଗିଳିଦେଇଥିଲେ |

ତେବେ ସୂଚନାନୁଯାୟୀ ସକାଳେ ଘର ବାହାର ଗେଟ ତାଲା ବନ୍ଦ ନ କରିଥିବାରୁ ଏହି ବିବାଦ ସୃଷ୍ଟି ହୋଇଥିଲା | ବିବାଦ ପରେ, ଯେତେବେଳେ ପୀଡିତ ଯୁବକ ତାଙ୍କ କଣ ଫେରାଇବା ପାଇଁ କକହିଥିଲେ ଯାହା ଦ୍ୱାରା ସେ ତାଙ୍କ କାନ ସର୍ଜେରୀ କରିଥାନ୍ତେ | କିନ୍ତୁ ମହିଳା ଜଣକ କାନର ଅଂଶକୁ ଗିଳିଲା ଦେଇଥିଲେ | ଏପରି ପରିସ୍ଥିତିରେ ଯୁବକ ଜଣକ ବହୁତ ରାଗିଯାଇଥିଲେ ଏବଂ ପୋଲିସରେ ଅଭିଯୋଗ କରିଥିଲେ |

Advertisement

ତେବେ ସୂଚନା ଅନୁସାରେ ଥାନା ନ୍ୟୁ ଅଗ୍ର ଅଞ୍ଚଳରେ ନଗଲା ପଦି ନଗରରେ ରବୀନ୍ଦ୍ର ଜଯାଦବ ଘରେ ବହୁ ପରିବାର ଘର ଭଡାରେ ରୁହନ୍ତି | ଘରେ ରହୁଥିବା ଜଣଙ୍କ ପରିବାରରେ ପିଲାର ପରୀକୟ ଥଳିରେ ସେ ସକାଳ ୬ ଟାରୁ ଗେଟ ଖୋଲି ପିଲାକୁ ଛାଡିବାକୁ ପଳାଇଥିଲେ | ପରେ ହୋଇଥିଲା ଏହା ପାଇଁ ମହାଭାରତ ତାଲା ବନ୍ଦ ନ ହେବ ଯୋଗୁଁ ଆରମ୍ଭ ହୋଇଯାଇଥିଲା ଝଗଡା | ପରେ ଆଉ ଜଣେ ଭଡାରେ ରହୁଥିବା ପରିବାର ସ୍ୱାମୀ ସଞ୍ଜିବ ଓ ସ୍ତ୍ରୀ ଝଗଡା ଆରମ୍ଭ କରିଦେଇଥିଲେ | ଗାଳି ଗୁଲଜରୁ ଆରମ୍ଭ ହେଲା ପରେ ସଞ୍ଜିବ ପୀଡିତଙ୍କ ହାତ ଧରିଥିଲେ ଓ ତାଙ୍କ ସ୍ତ୍ରୀ ତାଙ୍କ କାନ କାଟିଦେଇଥିଲେ | ଅଭିଯୋଗ ହୋଇଛି ଯେ ରାଖୀ କାନର କଟା ଅଂଶକୁ ମଧ୍ୟ ଗିଳି ଦେଇଛି। ସୂଚନା ମୁତାବକ ପୋଲିସ ପୋଲିସ ଷ୍ଟେସନରେ ପହଞ୍ଚିଥିଲା। ପୋଲିସ ଏକ ମାମଲା ରୁଜୁ କରିଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *