ସ୍କ୍ରବ ଟାଇଫସ୍ରେ ଆକ୍ରାନ୍ତ ହେଲେ କୃଷି ସଚିବ…
1 min readଭୁବନେଶ୍ୱର ; କୃଷି ସଚିବ ଅରବିନ୍ଦ ପାଢୀଙ୍କୁ ସ୍କ୍ରବ୍ ଟାଇଫସ୍ । ଏନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷା ହେବା ସଚିବଙ୍କୁ ସ୍କ୍ରବ୍ ଟାଇଫସ୍ ହୋଇଥିବା ନେଇ ସ୍ପଷ୍ଟ ହୋଇଛି । ସେ ବର୍ତ୍ତମାନ ଘରେ ରହି ଚିକିତ୍ସିତ ହେଉଥିାବ ଜଣାପଡିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୨ ହଜାର ୭୭ ଜଣଙ୍କର ସ୍କ୍ରବ ଟାଇଫସ ପରୀକ୍ଷା ହୋଇଥିବାବେଳେ ଚିହ୍ନଟ ହୋଇଛନ୍ତି ୨ ହଜାର ୮ ଶହ ୨୦ରୋଗୀ ଚିହ୍ନଟ ହୋଇଛନ୍ତି।