Pratidin TV

Odisha's Digital News Platform

ଭୁବନେଶ୍ୱର AIIMS ରେ ବମ୍ପର ନିଯୁକ୍ତି, ଖାଲି ପଡିଛି ୭୭୫ ପଦବୀ ଶୀଘ୍ର କରନ୍ତୁ ଆବେଦନ …

1 min read

ଭୁବନେଶ୍ୱର : ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ଭୁବନେଶ୍ୱର ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି । AIIMS ଭୁବନେଶ୍ୱର ଗ୍ରୁପ୍ ବି ଏବଂ ଗ୍ରୁପ୍ ସି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପତ୍ର ଆମନ୍ତ୍ରଣ କରିଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୭୫ ପଦବୀ ପୂରଣ ହେବ ।

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ AIIMS ଭୁବନେଶ୍ୱରର ଅଫିସିଆଲ୍ ୱେବସାଇଟ୍ ttps://aiimsshubaneswar.nic.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ AIIMS Bhubaneswar Recruitment 2023 PDFରେ କ୍ଲିକ୍ କରି ଦେଖିପାରିବେ ।

Advertisement

Leave a Reply

Your email address will not be published. Required fields are marked *