Pratidin TV

Odisha's Digital News Platform

ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ଅଭିନେତା ଅଖିଳ ପଟ୍ଟନାୟକ …

ନିର୍ବାଚନ ପାଖେଇ ଆସିବା ବେଳକୁ ବଢୁଛି ଦଳ ଅଦଳ ବଦଳ । ଟିକେଟ ଆଶାରେ ନେତାଏ ବଦଳାଉଛନ୍ତି ଦଳ । ଏବେ ପ୍ରତିଦିନ ଦଳ ବଦଳ ଚାଲିଥିବା ବେଳେ ପଦ୍ମ ଛାଡି ଶଙ୍ଖ ଧରିଲେ ବିଜେପି ନେତା ତଥା ଅଭିନେତା ଅଖିଳ ପଟ୍ଟନାୟକ ।

କିଛି ଦିନ ତଳେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିରୋଧ କରି ବିଜେପି ପରିତ୍ୟାଗ କରିଥିଲେ । ଆଜି ବିଜେଡି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ବିଜୁଜନତା ଦଳରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମାନସ ମଙ୍ଗରାଜ ଓ ଖୋର୍ଦ୍ଧା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନାଙ୍କ ପକ୍ଷରୁ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ।

Leave a Reply

Your email address will not be published. Required fields are marked *