Pratidin TV

Odisha's Digital News Platform

ବଡ଼ଚଣାରେ ବର୍ଷା ପ୍ରିୟଦର୍ଶନୀ ପଛୁଆ ..

1 min read

୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ସାରା ରାଜ୍ୟରେ ମଙ୍ଗଳବାର ଭୋଟ୍ ଗଣତି ଜୋର୍‌ଦାର ଚାଲିଛି। ସକାଳ ୮ଟାରୁ ରାଜ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି । ତେବେ ଏହାରି ମଧ୍ୟରେ ପ୍ରଥମଥର ନିର୍ବାଚନ ମୈଦାନ କୁ ଓହ୍ଲାଇଥିବା ବର୍ଷା ପ୍ରିୟଦର୍ଶନୀ ପଛରେ ରହିଛନ୍ତି ।

ବଡ଼ଚଣା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଆମର ନାୟକ ୧୪୮୬୧ ଭୋଟ ରେ ଆଗରେ ରହିଥିବାବେଳେ ବର୍ଷା ପ୍ରିୟଦର୍ଶନୀ ୧୧୦୦୧ ଭୋଟ ପାଇଛନ୍ତି । ତେବେ ଅମର ନାୟକ ବର୍ଷା ପ୍ରିୟଦର୍ଶନୀଙ୍କ ଠାରୁ ୩୮୬୦ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *