Pratidin TV

Odisha's Digital News Platform

ଅନନ୍ତ ରାଧିକା ବାହାଘରରେ ଅମିତାଭଙ୍କୁ ମୁଣ୍ଡିଆ ମାରିଲେ ଶାହରୁକ ଖାନ

1 min read

ଫିଲ୍ମରେ ଅମିତାଭ ବଚନ ଓ ଜୟା ବଚ୍ଚନଙ୍କର ପୁଅ ଭୂମିକାରେ କଭି ଖୁସି କଭି ଗମ ସିନେମାରେ ଶାହରୁକ ଖାନଙ୍କୁ ଦେଖିବାକୁ ପାଇଥିବେ | କିନ୍ତୁ ବାସ୍ତବ ଜୀବନରେ ମଧ୍ୟ ସେହି ସମ୍ମାନ ଏବଂ ସେହି ଭଲ ପାଇବା ଶାହରୁକ ଖାନ ଦେଇଥାନ୍ତି ଭଲ ପାଇବା | ତେବେ ଏହା ସବୁ ଷଷ୍ଠରେ ଡେକିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଆଉ ଏକ ଝଲକ ଦେଖିବାକୁ ମିଳିଛି ନିତା ଅମ୍ବାନୀ ଏବଂ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ-ରାଧିକାଙ୍କ ବିବାହରେ |

ଶାହରୁକ ଖାନ ନିଜ ସ୍ଥାନରେ ଉଠି ପ୍ରଥମେ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ | ରଜନୀକାନ୍ତଙ୍କୁ ନମସ୍କାର ଜଣାଇଥିଲେ ଶାହରୁକ | ଏହାପରେ ପରବର୍ତ୍ତୀ ସମୟରେ ଜୟା ବଚ୍ଚନ ଏବଂ ଅମିତାଭ ବଚ୍ଚନଙ୍କୁ ମୁଣ୍ଡିଆ ମାରିବର ନଜର ଆସିଥିଲେ ଶାହରୁଖ | ତେବେ ଅନନ୍ତ-ରାଧିକାଙ୍କ ବିବାହର ଏହି ଭିଡ଼ିଓରେ ଶାହରୁଖଙ୍କ ଏଠାରେ ନମ୍ରତା ଏବଂ ସଂସ୍କାର ଦେଖିବାକୁ ମିଳିଥିଲା | ତେବେ ଅନନ୍ତ-ରାଧିକାଙ୍କ ବିବାହର ଭିଡ଼ିଓ ଭାଇରାଲ ହେଉଛି | ଅନ୍ୟପକ୍ଷରେ ଶାହରୁଖଙ୍କ ଏହି ଭାଇରାଲ ଭିଡ଼ିଓକୁ ତାଙ୍କ ପ୍ରଶଂସକମାନେ ଖୁବ ପ୍ରଶଂସା କରିଛନ୍ତି |

Advertisement

Leave a Reply

Your email address will not be published. Required fields are marked *