Pratidin TV

Odisha's Digital News Platform

ଅଙ୍କିତାଙ୍କ କାନ୍ଦ ଡାକ୍ତର ମୌମିତାଙ୍କ ଘଟଣାକୁ ଭୁଲାଇଦେଲା ….

1 min read

ଭରତପୁର ଥାନାରେ ଅଙ୍କିତାଙ୍କ ସହ ଘଟିଥିବା ଲୋମଟାଙ୍କୁରା ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଯଦି ଜଣେ ନାରୀ ହସ୍ପିଟାଲ ଆଉ ଥାନାରେ ସୁରକ୍ଷିତ ନୁହଁ ତେବେ ସେ କେଉଁଠି ସୁରକ୍ଷିତ ? ଭରତପୁର ଥାନାରେ ମେଜର ଆଉ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ପରେ ମାଡ ମାରିବା ଘଟଣା ସାମ୍ନାକୁ ଆସିବା ପରେ ଫିଟୁଛି ପୋଲିସ ଅଧିକାରୀଙ୍କ ଅସଲ ମୁର୍ଖା । ବର୍ଦିରେ ଥାଇ କିଭଳି ଭରତପୁର ପୋଲିସ ଷ୍ଟେସନରେ କୁକର୍ମ ଘଟାଉଛନ୍ତି ଆଇଆଇସି ଆଉ ଅନ୍ୟ ଅଧିକାରୀ । ଯଦି ଦେଶ ଓ ରାଜ୍ୟର ରକ୍ଷକ ନିଜେ ଭକ୍ଷକ ସାଜିବ ତେବେ ଆଜିର ମହିଳାଙ୍କୁ କିଏ ସୁରକ୍ଷା ଦେବ ।

Advertisement

Leave a Reply

Your email address will not be published. Required fields are marked *