Pratidin TV

Odisha's Digital News Platform

ସୁସାଇଡ୍ ପଏଣ୍ଟ ପାଲଟିଛି ଭୁବନେଶ୍ୱର : ଆଉ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଆଚାର୍ଯ୍ୟାବିହାରର ଏକ ଘରୋଇ ଭଡାଘରୁ ମିଳିଛି ଆଉ ଏକ ଛାତ୍ରୀଙ୍କ ମୃତଦେହ । ସୁଚନା ଅନୁଯାୟୀ ଛାତ୍ରୀ ଜଣଙ୍କ ହେଇଛନ୍ତି ଭଦ୍ରକ ତିହିଡି ଗ୍ରାମର ଆଶ୍ରିତା ସେନାପତି ଏକ ଘରୋଇ ଇଞିନିୟରିଂ କଲେଜର ଏମ୍‌ସିଏ ର ପ୍ରଥମ ବର୍ଷର ଛାତ୍ରୀ । ପୋଲିସ ଘଟଣାସ୍ଥଳରେ ପହଚିଂ ଆଶ୍ରିତାଙ୍କ ଶରୀରକୁ ଶବ ବ୍ୟବିଛେଦ ନିରନ୍ତେ ପଠାଇ ଅଧିକ ତଦନ୍ତ ପାଇଁ ଭଡା ଘର ଆଖ ପଖରେ ପଚରା ଉଚରା ଆରମ୍ଭ କରିଦେଇଛି । ଏଯାଁଏ ମୃତ୍ୟୁର କାରଣ ଅସ୍ପଷ୍ଟ ବୋଲି କହିଛି ପୋଲିସ୍ ।

 

Leave a Reply

Your email address will not be published. Required fields are marked *