Pratidin TV

Odisha's Digital News Platform

(ଭିଡିଓ)ମୋ ଜୀବନ ଦୁନିଆର ସବୁଠୁ ବଡ ସିନେମା – ଅନୁଭବ ମହାନ୍ତି

1 min read

କଟକ : ନିଜ ଜୀବନକୁ ପୃଥିବୀର ସବୁଠୁ ବଡ ସିନେମା କହିଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଗତକାଲି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଏକ ପୂଜା ଆୟୋଜନାରେ ଯୋଗ ଦେଇ ସାଂସଦ ଅନୁଭବ ମହାନ୍ତି ଯୁବ ପିଢିଙ୍କୁ ନିଜ ବାପା ମାଁଙ୍କ ସହ ଯୋଡି ହୋଇ ରହିବାକୁ ପ୍ରେରଣା ଦେଇଛନ୍ତି । ତା ସହ କହିଛନ୍ତି ଯୋ ବାପା ମାଁଙ୍କ ଠୁ ବଡି ଦୁନିଆରେ କେହିବି ବଡ ନୁହଁନ୍ତି । ଆମକୁ ଯଦି କେହି ନିସ୍ୱାର୍ଥପର ଭଲ ପାଏ ସେ ହେଉଛନ୍ତି ଆମ ବାପା ମାଁ । ଯୁବପିଢି ପ୍ରେମ କରୁଛ କର ହେଲେ ଟିକେ ଭାବିଚିନ୍ତି କର । ପ୍ରେମରେ ଭାସିକି ରହିଲେ ଭଳ ବୁଢିଗଲେ ଜୀବନ ସରିଗଲା ।

Advertisement

Leave a Reply

Your email address will not be published. Required fields are marked *