Pratidin TV

Odisha's Digital News Platform

ବାପାଙ୍କୁ ଜନ୍ମଦିନରେ ଝୁରିଲେ ଅନୁଭବ , କହିଲେ ବାପା ତୁମେ ଏଥର ଫେରିବନି ।

õଆଜି ବାପାଙ୍କ ବିନା ବାପାଙ୍କ ପ୍ରଥମ ଜନ୍ମଦିନ ପାଳିଛନ୍ତି ଅନୂଭବ । ଏଥର ଜନ୍ମଦିନରେ ବାପାଙ୍କୁ ହାପିବର୍ଥଡେ କହି କୋଳାଇପାରିନାହନ୍ତି ସେ । ବାପା ଅଭୟ ମହାନ୍ତିଙ୍କର ନିକଟରେ କିଡନୀ ଜନିତ ରୋଗରେ ମୃତ୍ୟୁ ହୋଇଥିଲା । ଯାହା ପରେ ଅନୁଭବ ପୁରା ଭାଙ୍ଗିପଡିଥିଲେ । କାହିଁକି ନା ବାପାଙ୍କୁ ବଞ୍ଚାଇାକୁ ନିଜ ଜୀବନ ଲଗାଇ ଦେଇଥିଲେ ସେ କିନ୍ତୁ ଶେଷରେ ଯାହା ହେଲା ସେ ତ ବିଧିର ବିଧାନ । ଆଜି ବାପା ଅଭୟଙ୍କ ଜନ୍ମଦିନରେ ତାଙ୍କୁ ମନେପକାଇ ସବୁ ଛୁଆ ମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *