Pratidin TV

Odisha's Digital News Platform

ଅନୁଭବ ଏବେ ପୁରା ଏକା ହେଇଗଲା –ସ୍ନିଗ୍ଧା ମହାନ୍ତି

ଭୁବନେଶ୍ୱର ; ଅନୁଭବ ଆହୁରୀ କଷ୍ଟ ପାଇବ । ସେ ଭାରି ଏକୁଟିଆ ହେଇଗଲା । ଅନୁଭବ ରାମଙ୍କ ପରି ବାପାଙ୍କୁ ଦଶରଥ ସଜାଇ ସେବା କରିଛି । ଆଜି ଅନୁଭବ ସବୁଠୁ ଅଧିକ ଭଲପାଉଥିବା ଲୋକଟା ତା ହାତଛାଡି ଚାଲିଯାଇଛି ସେ ଭାରି କଷ୍ଟ ସହିଲାଣି ।

Leave a Reply

Your email address will not be published. Required fields are marked *