Pratidin TV

Odisha's Digital News Platform

(ଭିଡିଓ) ଜୀବନରେ ଖରା ଅଛି ବର୍ଷା ବି ଅଛି , ତୁମେ ଯଦି ଏମତି କରିବ ଆମ କଥା କିଏ ବୁଝିବ ?

କଟକ : ଆଜି ବର୍ଷା ଅନୁଭବଙ୍କ ମାମଲା ଫ୍ୟାମିଲି କୋର୍ଟରେ ଚାଲିଥିବା ବେଳେ , ଅନୁଭବଙ୍କୁ କୋର୍ଟରେ ଦେଖି ବୃଦ୍ଧ ମଉସା କହିଥିଲେ କିଛି ଏଭଳି କଥା । ମଉସା କହିଥିଲେ ଯେ ଜୀବନରେ ଖରା ବର୍ଷା ସବୁ ଅଛି ଯଦି ତୁମେମାନେ ଅବୁଝା ହେବ ତେବେ ଆମ କଥା ବୁଝିବ କିଏ । ଆମେ ଏ ବୟସରେ କୋର୍ଟର ଚକ୍କର କାଟୁଛୁ କିନ୍ତୁ ତୁମେମାନେ କାହିଁକି ଅବୁଝା ହେଉଛ ।

Leave a Reply

Your email address will not be published. Required fields are marked *