Pratidin TV

Odisha's Digital News Platform

ଦଳକୁ ନେଇ ମୁହଁ ଖୋଲିଲେ ଅନୁଭବ , କହିଲେ ଆଜି ଯାଏ ମୋ ବାପାଙ୍କୁ ନ୍ୟାୟ ମିଳିଲାନି ।

1 min read

ଦଳକୁ ନେଇ ମୁହଁ ଖୋଲିଲେ ଅନୁଭବ । କହିଲେ ମୁଁ ଓଡିଆ ପୁଅ ବୋଲି ସବୁବେଳେ ଗର୍ବିତ । ମୁଁ ଇସ୍ତଫା ସମୟରେ କେବେବି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଯାଇ ନାହିାଁ ମୁଁ ବିଜୁ ଜନତା ଦଳକୁ ଖୁବ୍ ସମ୍ମାନ କରେ । ସେଠାରେ ଥିବା ବେଳେ ନିଷ୍ଠାର ସହ କାର୍ଯ୍ୟ କରିଛି । କେନ୍ଦ୍ରାପଡା ପାଇଁରାଜ୍ୟ ସଭା ଲୋକସଭା ରେ ସବୁବେଳେ ମୁହଁଖୋଲିଛି । କିନ୍ତୁ ମୋତେ ସେଠାରେ ସବୁ କାର୍ଯ୍ୟରେ ଅଟକାଇଦିଆ ଯାଉଥିଲା । ଦଳରେ ରହି ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନେକ ଥର ଦେଖାକରିବାକୁ ଚେଷ୍ଟା କରିଛି । କିନ୍ତୁ ମୋତେ ତାଙ୍କ ସହ ଦେଖା କରାଇ ଦିଆଯାଇନାହିଁ । ନବୀନ ବାବୁ ଖୁବ୍ ଭଲରେ ଦାୟିତ୍ୱ ତୁଲାଉଥିଲେ , କିନ୍ତୁ କାହିଁକି ଏବେ ମୋ ଭଳି ଅନେକ ନେତା ଦଳ ଛାଡିଦେଲେ ? କେନ୍ଦ୍ରାପଡାର ଉନ୍ନତି ପାଇଁମୋ ଫାଇଲ୍‌କୁ ପେଣ୍ଡିଂ ପକାଯାଇଥିଲା ହେଲେ କାହିଁକି …..

Advertisement

Leave a Reply

Your email address will not be published. Required fields are marked *