Pratidin TV

Odisha's Digital News Platform

କ୍ଷମା କରିଦେବ ବାପା ମୁଁ ସତ ଚେଷ୍ଟା କରିବି ତୁମକୁ ବଞ୍ଚାଇ ପାରିଲିନି ।

1 min read

କିଛିଦିନ ପୂର୍ବରୁ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସମସ୍ତଙ୍କୁ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ ଅନୁଭବ ମହାନ୍ତି । କହିଥିଲେ ଓଡିଶାବାସୀଙ୍କ ପ୍ରାର୍ଥନା କାଳେ ତାଙ୍କ ବାପାଙ୍କୁ ବଞ୍ଚାଇପାରିବ । କଟକର ଅନେକ ଦେବାଦେବୀ ମନ୍ଦିର ବୁଲି ବାପାଙ୍କ ପାଇଁ କରିଥିଲେ ମାନସିକ । ହେଲେ ଦଇବ ଦେଇଦେଲା ଚିରଦିନର ଯନ୍ତ୍ରଣା ଆଉ ଅନୁଭବଙ୍କଠାରୁ ଛଡାଇନେଲା ତାଙ୍କ ବାପାଙ୍କୁ । ବାପା ଅସୁସ୍ଥ ହେବା ଦିନରୁ ଅନୁଭବ ନିଜର ପ୍ରାଣପ୍ରଣେ ଲାଗିପଡିଥିଲେ ବାପାଙ୍କୁ ଆରୋଗ୍ୟ କରିବା ପାଇଁ । ଦେଶବିଦେଶର ଚିକିତ୍ସାଳୟ ନେବା ସହ ନିଜେ ଘରେ ରହି ବାପାଙ୍କର ଅନେକ ସେବା ସୁଶୃଷା କରୁଥିଲେ ଅନୁଭବ । କିନ୍ତୁ ଭାଗ୍ୟର ଲିଖନ ବୋଧେ ଥିଲା କିଛି ଅଲଗା

Advertisement

Leave a Reply

Your email address will not be published. Required fields are marked *