Pratidin TV

Odisha's Digital News Platform

(video)ସନଲିସାଙ୍କ ପାଖକୁ ଆସିଲେ ଅନୁଭବ୍ , ବୁଝିଲେ ସମସ୍ୟା କରିବେ ସମାଧାନ ….

ଭୁବନେଶ୍ୱର ; ଓଡିଆ ସିନେମା ବଞ୍ଚାଓ ଅଭିଯାନକୁ ୪ ଦିନ ପୁରୁଥିବା ବେଳେ , ଅନେକ ଅଭିନେତା ଅଭିନେତ୍ରୀ ମାନେ ସନଲିସାଙ୍କ ସାଥ୍ ଦେବାକୁ ଆସିଥିଲେ । କାରଣ ଦୀର୍ଘ ୪୦ ବର୍ଷରୁ ଓଡିଆ ଇଣ୍ଡଷ୍ଟ୍ରିରେ ଏମିତି କେହି ପଦକ୍ଷେପ ନେଇ ନାହାନ୍ତି ଯାହା ଆଜି ପ୍ରଥା ସିନେମାର ପ୍ରଯୋଜିକା ସନଲିସା ପଟେଲ ଆରମ୍ଭ କରିଛନ୍ତି ବା ଓଡିଆ ସିନେମାକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଉଡିଶାର ହଲ୍ ଗୁଡିକରେ ହିନ୍ଦୀ ସିନେମାକୁ ପ୍ରାଧାନ୍ୟ ମିଳୁଥିବା ବେଳେ ଫେଲ୍ ମାରିଛି ଓଡିଆ ସିନେମା । ବର୍ତ୍ତମାନ ନିର୍ଦ୍ଦେଶକ ଓ ପ୍ରଯୋଜକ ମାନେ ସମ୍ପୂର୍ଣ୍ଣ ନୂଆ କାହାଣୀକୁ ନେଇ ଓଡିଆ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା ଚଳାଇଥିବା ବେଳେ ବାଧା ସାଜୁଛି ସିନେମା ହଲ୍ । ଯାହାର ଏକ ବିକଳ୍ପ ପାଇଁ ସନଲିସା ନିକଟରେ ଧାରାଣା ଦେଇଥିଲେ । ଆଉ ଆଜି ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ସପୋର୍ଟରେ ବାହାରିଛି ।

Leave a Reply

Your email address will not be published. Required fields are marked *