Pratidin TV

Odisha's Digital News Platform

ଆସିବ ପଦ୍ମ ହଟିବ ଗୁଣ୍ଡାରାଜ୍ , କଟକ ରେ ଅନୁଭବ କହିଲେ ଅନ୍ତରାତ୍ମା କଥା…..

ମଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଲେ ବିଜେପି ଷ୍ଟାର କ୍ୟାମ୍ପନର ଅନୁଭବ ମହାନ୍ତି । କହିଲେ ଲୋକଙ୍କ ଟଙ୍କା ତାଙ୍କ ପାଖରେ ପହଞ୍ଚିବା ଉଚିତ୍ । ରତ୍ମଭଣ୍ଡାରଠାରୁ ଆରମ୍ଭ କରି ମାଫିଆରାଜ୍ ପର୍ଯ୍ୟନ୍ତ ସବୁ କଥାର ଖୁଲାସା ହେବ …

Leave a Reply

Your email address will not be published. Required fields are marked *