Pratidin TV

Odisha's Digital News Platform

ବିରାଟଙ୍କୁ କ୍ରିକେଟର ୮ ନିୟମ ଶିଖାଇଲେ ଅନୁଷ୍କା , ଦେଖନ୍ତୁ କେମିତି ହେଲେ ଆଉଟ୍ ..

1 min read

ବିରୁଷ୍କାଙ୍କୁ ନେଇ ସବୁବେଲେ ଇଟାଉନ୍ସରେ କିଛି ନା କିଛି ଚର୍ଚ୍ଚା ଲାଗିରହିଥାଏ । କୁହନ୍ତି ଯେ ପରଫେକ୍ଟ କପୁଲ ବା ଦମ୍ପତି କେହି ନଥାନ୍ତି । କିନ୍ତୁ ଏହି ଦୁହେଁ ସେ କଥାଟିକୁ ପୁରା ଭୁଲ ପ୍ରମାଣ କରିଦେଇଛନ୍ତି । କାରଣ ଦୁହେଁ ପୁରା ପରଫେକ୍ଟ ବୋଲି ଫ୍ୟାନ୍ସଙ୍କଠାରୁ ସମାଲୋଚକଙ୍କ ଯାଏ ସବୁଠି ଚର୍ଚ୍ଚା । ଦୁହେଁ ଦୁହିଁଙ୍କୁ ଅନେକ କ୍ଷେତ୍ରରେ ସପୋର୍ଟ କରୁଥିବାର ନଜର ଆସିଛନ୍ତି । ଏମିତିକି ବିରାଟଙ୍କ ଲକିଚାମ୍ସ ଅନୁଷ୍କା କହିଲେ ଚଳେ । ଯେଉଁ ଖେଳରେ ଅନୁଷ୍କା ଉପସ୍ଥିତ ଥାନ୍ତି ସେ ମ୍ୟାଚ୍ କେବେ ହାରିନାହାନ୍ତି ବିରାଟ୍ । ତେବେ ନିକଟରେ ବିରାଟ-ଅନୁଷ୍କାଙ୍କ ଏକ ମ୍ୟାଚ୍ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଅନୁଷ୍କା ବିରାଟଙ୍କୁ ମ୍ୟାଚ୍‌ର କିଛି ନିୟମ ଶିଖାଇଛନ୍ତି ଚାଲନ୍ତୁ ଦେଖିବା …..

https://fb.watch/u-BHADk20H

Advertisement

Leave a Reply

Your email address will not be published. Required fields are marked *