ରାଜ୍ୟର ବିକାଶ ରେ ପାଣ୍ଡିଆନଙ୍କ ହାତ ଅଛି , ଦଳ ହାରିଲା ବୋଲି ପାଣ୍ଡିଆନଙ୍କ ଦୋଷ କଣ ?
1 min read୨୫ ବର୍ଷ ହେଲା ରାଜ୍ୟର ବହୁ ବିକାସ କରିଛନ୍ତି ନବୀନ ବାବୁ । ଆଉ ପାଣ୍ଡିଆନ ଓଡିଶା ପରିବର୍ତ୍ତନରେ ଖୁବ କାର୍ଯ୍ୟ କରିଛନ୍ତି । ଏସିବି ହସ୍ପିଟାଲଠୁ ଆରମ୍ଭ କରି କଳିଙ୍ଗ ଷ୍ଟାଡିୟମ୍ , ବରମୁଣ୍ଡା ବସ୍ ଷ୍ଟାଣ୍ଡ , ୫ଟି ସ୍କୁଲ ଆଉ ସାରା ରାଜ୍ୟର ସ୍କୁଲ କଲେଜ୍ ପାଇଁ କାମ କରିଛନ୍ତି ନବୀନ ବାବୁ ଆଉ ପାଣ୍ଡିଆନ । ଆଜି ହାରିଗଲେ ବୋଲି ଲୋକ ଦୋଷ ଦେଉଛନ୍ତି । ନିଜ ମନକୁ ପଚାର ପାଣ୍ଡିଆନ ଓଡିଶା ବିକାଶ ପାଇଁ କାର୍ଯ୍ୟ କରିନାହିଁ ? ନବୀନ ବାବୁଙ୍କ ପାଇଁ ଆଜି ଓଡିଶା ନଂ ୱାନ୍ । ବିଏସକେଓଆଇ ଯୋଜନା ପାଇଁ ହଜାର ହଜାର ଗରିବ ଲୋକ ବଡ ବଡ ହସ୍ପିଟାଲରେ ମାଗଣା ଚିକିତ୍ସା ହେଉଥିଲେ ।