Pratidin TV

Odisha's Digital News Platform

ଧାଡିରେ ଛିଡା ହୋଇ ଭୋଟ ଦେଲେ ଅପରାଜିତା । କହିଲେ ସେବକ ଭିଆଇପି ସଂସ୍କୃତିରେ ବିଶ୍ୱାସ କରେ ନାହିଁ…

1 min read

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ଜଣେ ସାଧାରଣ ନାଗରିକ ଭାବେ ନେତା ମାନେ ଆସି ମଧ୍ୟ ଭୋଟ ଦେଇଛନ୍ତି । ଖରା ଗରମକୁ ଖାତିର ନକରି ସାଧାରଣ ଲୋକମାନେ ନିଜ ମତଦାନ ପାଇଁ ଧାଇଁ ଆସିଥିବା ବେଳେ ପ୍ରାର୍ଥୀ , ନେତା ମାନେ ମଧ୍ୟ ପଛରେ ନାହାନ୍ତି । ଆଜି ସାଧାରଣ ଲୋକଙ୍କ ସହ ଲମ୍ବା ଲାଇନରେ ଛିଡା ହୋଇ ଅପରାଜିତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଅପରାଜିତାଙ୍କ ସହ ବୁଥରେ ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଉପସ୍ଥିତ ରହିଛନ୍ତି । ନୟାପଲ୍ଲୀ ଏନ-୧ ୟୁପି ସ୍କୁଲର ୧୧୮ ନମ୍ବର ବୁଥରେ ପହଞ୍ଚି ଭୋଟ ଦେଇଛନ୍ତି ଅପରାଜିତା ।

Advertisement

Leave a Reply

Your email address will not be published. Required fields are marked *