ଜାମିନ ପାଇଲେ ଅର୍ଚ୍ଚନା ନାଗ୍ ; ବ୍ଲାକମେଲିଂ ମାମଲାରେ ହାଇକୋର୍ଟ ଦେଲା ଜାମିନ୍
1 min readଭୁବନେଶ୍ୱର : ରାଜ୍ୟରେ ହଇଚଇ ସଋଷ୍ଟି କରିଥିବା ଅର୍ଚ୍ଚନା ନାଗକୁ ଜାମିନ୍ । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ଦେଲେ ହାଇକୋର୍ଟ । ନିର୍ଦେଶକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ ।
ଅର୍ଚ୍ଚନା ହନିଟ୍ରାପରେ ତାଙ୍କୁ ଫସାଇ ତାଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ରେକଡିଂ କରି ବ୍ଲାକମେଲ କରୁଥିଲେ ବୋଲି ଅକ୍ଷୟ କହିଥିଲେ । ଏହା ସହ ଅର୍ଚ୍ଚାନ ତାଙ୍କ ଠାରୁ ଅନେକ ଟଙ୍କା ହଡପ୍ କରିଥିବା ଅଭିଯୋଗ ମଧ୍ୟ କରିଥିଲେ ଅକ୍ଷୟ । ତେବେ ଆଜି ସପୃକ୍ତ ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ବେଲ ପ୍ରଦ।ନ କରିଛି ।