Pratidin TV

Odisha's Digital News Platform

ବହୁ ଚର୍ଚ୍ଚିତ୍ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ୍ ମାମଲା : ଆଜି କୋର୍ଟରେ ହାଜର ହେବା ପରେ ,ପ୍ରଥମ ଥର ମୁହଁ ଖୋଲିଲେ ଅର୍ଚ୍ଚନା

1 min read

ଭୁବନେଶ୍ୱର : କୋର୍ଟରେ ହାଜର ହେଲେ ହନିଟ୍ରାପ୍ କୁଇନ ଅର୍ଚ୍ଚନା ନାଗ୍ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଅର୍ଚ୍ଚନାଙ୍କୁ ହାଜର କରାଇଲେ କମିଶନରେଟ ପୋଲିସ । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ୩ କୋଟି ଟଙ୍କାର ଠକେଇ ମାମଲାରେ ଆଜି ଶୁଣାଣି ହେବ । ତେବେ ଆଜି ଝାରପଡା ଜେଲରୁ ବାହାରି କୋର୍ଟ ଆସିଲେ ଅର୍ଚ୍ଚନା । ରାଜ୍ୟରୁ ସବୁଠ ବଡ ସେକ୍ସ ସ୍କାଡାଲର ମାଷ୍ଟରମାଇଣ୍ଡ ହୋଇଥିବାରୁ ଅର୍ଚ୍ଚନାଙ୍କ ସହ ରହିଛି ବୋହୁତ ବଡ ବଡୁଆଙ୍କ ଲିଙ୍କ୍ । ଏନେଇ ଅର୍ଚ୍ଚନାଙ୍କୁ ଆଜି କଡାସୁରକ୍ଷା ସହ ନିଆଯାଇଛି ।

କାରଣ ଏହି ମାମଲାରେ ଅନେକ ବଡ ବଡୁଆଙ୍କ ଲିଙ୍କ ଥିବା ନେଇ ଯଦି ଅର୍ଚ୍ଚନା କିଛି ବିି ମୁହଁ ଖୋଲିଦିଅନ୍ତି । ତେବେ ସମସ୍ତଙ୍କ କଳାଚିଠ୍‌ା ଖୋଲିପାରେ ବୋଲି ଅନୁମାନ କରିଛି ଗଣମାଧ୍ୟମ । କିନ୍ତୁ ଅର୍ଚ୍ଚନା ଓଲଟି ମିଡିଆ ଉପରେ ଗରଜି ଥିଲେ । ଯେ ମିଡିଆବାଲା ମିଛ ଖବର ବଜାଉଛନ୍ତି । ଦୟାକରି ମିଛ ଦେଖାଇବା ବନ୍ଧ କରନ୍ତୁ । ଏପରି କହି ଗର୍ଜିଥିଲେ ଅର୍ଚ୍ଚନା । ଅର୍ଚ୍ଚନାଙ୍କର ଏଭଳି କରିବା ପଛରେ କାରଣ କଣ ? କଣ ପାଇଁ ସେ ଏଭଳି କଲେ ? କଣ ବଡ ବଡୁଆଙ୍କ ପ୍ରେସରରେ ଅଛନ୍ତି ଅର୍ଚ୍ଚନା ! ନାଂ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ମିଳିଛି ଧମକ ଯେଇଁଥିପାଇଁ ଚୁପ୍ ରହିଛନ୍ତି ଅର୍ଚ୍ଚନା ।

Advertisement

Leave a Reply

Your email address will not be published. Required fields are marked *