Pratidin TV

Odisha's Digital News Platform

ନବୀନଙ୍କ ଆଗରେ ହାତଯୋଡି କ୍ଷମା ମାଗିଲେ ଅଶୋକ ପଣ୍ଡା ।

ଜିତିପାରିଲେନି ନବୀନଙ୍କ ବିଶ୍ୱାସ , ବିଜେଡିର ଗଡ ଭୁବନେଶ୍ୱରରେ ବିଜେପି ଧସେଇ ପସିବା ପରେ ଏବେ ସମସ୍ତେ ହତବାକ୍ । କେଉଁଠି ରହିଗଲା ବିଜେଡିର ଭୁଲ । ଏନେଇ ଗତକାଲି ବିଜେଡି ବୈଠକ ମଧ୍ୟରୁ ଉଠିଯାଇ ନବୀନଙ୍କ ଆଗରେ ହାତଯୋଡି କ୍ଷମା ମାଗିଛନ୍ତି ଅଶୋକ ପଣ୍ଡା ।

କାରଣ ଏହା ପୂର୍ବରୁ ୨୦୦୯ , ୨୦୧୪ ଓ ୨୦୧୯ ରେ ଭୁବନେଶ୍ୱରର ୩ଟି ଜାକ ବିଧାନସଭା ଆସନରେ ପ୍ରଚଣ୍ଡ ଭୋଟରେ ବାଜି ମାରିଥିଲେ ବିଜେଡି ପ୍ରାର୍ଥୀ । ଖାଲି ସେତିକି ନୁହଁ ୨୦୨୨ ମହାନଗର ନିଗନ ନିର୍ବାଚନରେ ବିଜେଡିକୁ ଧୂଳି ଚଟାଇଥିଲା ବିଜୁ ଜନତା ଦଳ । କିନ୍ତୁ ଏଥର ବିଜେଡିର ମୋଟ ୫୮ କର୍ପୋରେଟର ଗ୍ରାଉଣ୍ଡରେ ରହି ମଧ୍ୟ ବିଧାନସଭା ନିର୍ବାଚନରେ ଫେଲ ମାରିଛି ଦଳ । ଏହା ସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିଜେଡି ଦଳର ନୈରାଶଜନକ ରହିଛି ।

Leave a Reply

Your email address will not be published. Required fields are marked *