Pratidin TV

Odisha's Digital News Platform

ସ୍ବର୍ଗତଃ ଅଶୋକ ଦାସଙ୍କ ଧର୍ମପତ୍ନୀ ସନ୍ଧ୍ୟାରାଣୀ ଲଢ଼ିବେ କୋରେଇ ନିର୍ବାଚନ

1 min read

କୋରାଇ ବିଜେଡି ଟିକେଟ ପାଇଛନ୍ତି ସ୍ବର୍ଗତ ଅଶୋକ ଦାସଙ୍କ ଧର୍ମପତ୍ନୀ ସନ୍ଧ୍ୟା ରାଣୀ ଦାସ | ଯାଜପୁର ଜିଲ୍ଲାର ଚର୍ଚ୍ଚିତ ଚେହେରା ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା ସନ୍ଧ୍ୟା ରାଣୀ ଦାସଙ୍କ ଉପରେ ବିଜେଡ଼ି ସୁପ୍ରିମୋ ବିଶ୍ବାସ କରିଛନ୍ତି l

କୋରାଇ ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ଅଶୋକ ଦାସ ଜନତା ଦଳରୁ ପରେ ବିଜେଡ଼ିରୁ ବହୁ ବାର କୋରାଇ ରେ ନିର୍ବାଚିତ ହୋଇଛନ୍ତି l ଏବେ ତାଙ୍କ ସୁପୁତ୍ର ପ୍ରଣବ ପ୍ରକାଶ ଦାସ ବିଜେଡ଼ି ଦଳର ନେତୃତ୍ୱ ନେଇ ଦଳକୁ ସୁଦୃଢ଼ କରିଛନ୍ତି | ତେଣୁ ତାଙ୍କର ସୁଶାସନ ପାଇଁ ଆଜି ତାଙ୍କ ମା ଙ୍କୁ ଦଳ ଭରଷା କରି ଟିକେଟ ଘୋଷଣା କରିଛି l ତେବେ କୋରାଇ ବାସୀଙ୍କ ସେ କେତେ ବିଶ୍ବାସ ଭାଜନ ହୋଇପାରିବେ ତାହା ସମୟ କହିବି | ଅନ୍ୟପଟେ ବବି ଦାସ ସମ୍ବଲପୁରରେ ଲଢେ଼ଇ କରୁଥିବା ବେଳେ ମା ମଧ୍ୟ ଓହ୍ଳାଇବେ ନିର୍ବାଚନ ମଇଦାନକୁ |

Leave a Reply

Your email address will not be published. Required fields are marked *