Pratidin TV

Odisha's Digital News Platform

ଜଳେଶ୍ଵର ବିରୋଧୀଙ୍କୁ ବିଧା ମାରିଲେ ଅଶ୍ଵିନୀ ଓ ଲେଖାଶ୍ରୀ, BJD ହେବ ଏକ ତରଫା ବିଜେତା ।

ଜଳେଶ୍ୱରରେ ବିଜେପିକୁ ସିଧା ର୍ଟାଗେଟ୍ କଲେ ଅଶ୍ୱିନୀ ଏବଂ ଲେଖାଶ୍ରୀ । କହିଲେ ଏଥର ଷଷ୍ଠ ଥର ନବୀନ ଆସିଲେ ଓଡିଶା ବାସୀଙ୍କ ଭାଗ୍ୟ ଚମକିବ । ମାଗଣା ବିଜୁଳି ସହ ବିଏସ୍‌କେୱାଇରେ ସମସ୍ତଙ୍କୁ ସୁବିଧା ମିଳିବ । ବିଜେପି ଏଯାଏଁ କରିଚି କଣ ବୋଲି ପ୍ରଶ୍ନ ପ୍ରଚାରିଛନ୍ତି ଅଶ୍ୱିନୀ? ନବୀନ ବାବୁ ଭର୍ତ୍ତା ଟଙ୍କା ବଢାଇଛନ୍ତି । ଜଳ ସୁବିଧା , ମହିଳାଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ବିଜେ କଣ କରିଛି……

Leave a Reply

Your email address will not be published. Required fields are marked *