Pratidin TV

Odisha's Digital News Platform

ସ୍ଥଗିତ ହେଲା  ASO ପରୀକ୍ଷା

1 min read

ଭୁବନେଶ୍ୱର : ରାଜ୍ୟରେ ବନ୍ୟାସ୍ଥିତିର ଅଭାବନୀୟ ଅବସ୍ଥାକୁ ଲକ୍ଷ୍ୟ କରି ଏଏସଓ ର ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଗଲା । ରାଜ୍ୟରେ ବନ୍ୟାପାଣି ପ୍ରଭାବରେ ଅଧିକାଂଶ ରାସ୍ତା ପୋଲ ବୁଡିଯାଇଥିବାରୁ ଗମନାଗମନରେ ଅସୁବିଧା ଉପୁଜି ପାରେ । ଏନେଇ ଆସନ୍ତା ୨୧ ତାରିଖ ରବିବାର ହେବାକୁ ଥିବା ଏଏସଓ ପରୀକ୍ଷା ରହିଲା ।

ଖୁବଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦେଇଛି ଓଡିଶା ପବ୍ଲିକ୍ ସରଭିସ୍ କମିଶନ୍ । ଉକ୍ତ ପରୀକ୍ଷାଟିକୁ ଅନ୍ୟାଦେଶ ମାନଙ୍କରେ ମଧ୍ୟ ସ୍ଥଗିତ ରଖିବା ନିମନ୍ତେ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏହା ସହ ପରୀକ୍ଷାର ପରବର୍ତ୍ତିତ କାର୍ଯ୍ୟସୂଚୀ ମଧ୍ୟ ବିଜ୍ଞପ୍ତି ମାଧ୍ୟମରେ ଜଣାଇଦିଆଯିବ ବୋଲି ସୂଚନାମିଳିଛି ।

Leave a Reply

Your email address will not be published. Required fields are marked *