Pratidin TV

Odisha's Digital News Platform

ବାଚସ୍ପତିଙ୍କ ମାଇକ୍ ଟାଣିଲେ ବିରୋଧୀ ,୪ଟା ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ..

1 min read

ଚାଲିପାରୁନି ବିଧାନସଭା ଅଧିବେଶନ  । ପୁଣିଥରେ ପୁଣି ବିଧାନସଭା ଗୃହ ମୁଲତବି। ବିରୋଧୀ ବିଧାୟକଙ୍କ ହଟ୍ଟଗୋଳ ଯୋଗୁ ୪ଟା ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି । ଗୁରୁବାର ଦିନ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ପୋଲାଭରମ ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ବିରୋଧୀ ।

ହୋ ହଲ୍ଲା କରିବା ସହ ବାଚସ୍ପତିଙ୍କ ମାଇକ୍ ଟାଣିଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଯାହା ପରେ ଦିନ ୪ଟା ଯାଏଁ ବାଚସ୍ପତି ଗୃହକୁ ମୁଲତବୀ ରଖିଥିଲେ ।ଏହାସହ ବିଜେଡି ପଏଣ୍ଟ ଅଫ୍ ଅର୍ଡର ମାଗିବା ସହ ବିରୋଧୀ ଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରସିଡିଂରୁ ହଟାଇବା ପାଇଁ ଦାବି କରି ବିଜେଡି ସଦସ୍ୟ ହଟ୍ଟଗୋଳ ଆଲମ୍ଭ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *