Pratidin TV

Odisha's Digital News Platform

ଏଥର ନିର୍ବାଚନରେ କିଏ ମାରିବ ବାଜି , ଶୁଣନ୍ତୁ କଣ କହୁଛନ୍ତି ଜ୍ୟୋର୍ତିବିଦ ?

1 min read

ବର୍ତ୍ତମାନ ଦେଶରେ ରାଜନୀତିକୁ କୁ ନେଇ ବେଶ୍ ଚର୍ଚ୍ଚା। ଏଥର କିଏ ଜିତିବ ? ଆଉ କିଏ ହାତେଇବ ଶାସନର ଗାଦି ତାହା ଉପରେ ରହିଛି ସମସ୍ତଙ୍କ ନଜର। ଜନତାଙ୍କ ମଧ୍ୟରେ ମନରେ ଏପରି ପ୍ରଶ୍ନ ଥିବା ବେଳେ ଜ୍ୟୋତିଷ ଶାସ୍ତ୍ରର ପୂର୍ବାନୁମାନ ମଧ୍ୟ ଚାଲିଛି କେଉଁ ଦଳ ନିର୍ଵାଚନ ଜିତିବାକୁ ନେଇ। ଏ ସଂପର୍କରେ ଆମ ଜ୍ୟୋତିଷମାନେ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରିଛନ୍ତି । ବୈଦିକ ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ ପାର୍ଥି ମାନଙ୍କର ରାଶିକୁ ଭିନ୍ନ ଭିନ୍ନ ଭବିଷ୍ୟବାଣୀ କରିଛନ୍ତି । ତେବେ ପ୍ରାର୍ଥୀଙ୍କ ରାଶିକୁ ନେଇ କଣ କହୁଛନ୍ତି ଜ୍ୟୋତିର୍ବିଦ ଶ୍ରୀପତି ଆଚାର୍ଯ୍ୟ ।

Advertisement

Leave a Reply

Your email address will not be published. Required fields are marked *