Pratidin TV

Odisha's Digital News Platform

ଟସ୍ ଜିତିଲା ଅଷ୍ଟ୍ରେଲିଆ,ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ

1 min read

ସରିଲା ସମୟ । ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବୋଲିଂ କରିବାକୁ ନେଲା ନିଷ୍ପତ୍ତି । ଅର୍ଥାତ ପ୍ରଥମେ ବ୍ୟାଟିଂ କରିବ ଭାରତୀୟ ଦଳ । ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ଟସ୍ ଜିତିବା ପରେ ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି । ଟ୍ରଫି ହାତେଇବା ପାଇଁ ଭାରତ-ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ଲଢେଇ ଆରମ୍ଭ ହୋଇଯାଇଛି । ଭାରତ ଚଳିତ ବିଶ୍ୱକପରେ ଏଯାଏ ୧୦ ମ୍ୟାଚ୍ ରେ ସଫଳତାର ସହ ଫାଇନାଲରେ ପ୍ରବେଶ କରିଛି । ଆଜି ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ନିଜର ନିର୍ଦ୍ଧାରଣ କରିବାକୁ ଯାଉଥିବା ବେଳେ ସେପଟେ ଭାରତୀୟ କ୍ରିକେଟ ଟିମର ପ୍ରଶଂସକମାନେ ଏହାକୁ ନେଇ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *