Pratidin TV

Odisha's Digital News Platform

Pratidin Bureau

ନ୍ୟୁୟର୍କ: ଆମେ ଯଦି କୈାଣସି ଅଜଣା ସ୍ଥାନକୁ ଯାଇଥାଉ କି କିମ୍ବା କୈାଣସି ଜାଗାରେ ବାଟ ଭୁଲି ଯାଉ ତେହେଲେ ଆମେ ଗୁଗୁଲ ମ୍ୟାପର ସାହାର୍ଯ୍ୟ ନେଇଥାଉ...

ନୁଆଦିଲ୍ଲୀ: ପୁଣି ନିହତ ହେଲା ଆଉ ଜଣେ ଖାଲିସ୍ତାନୀ ଆତଙ୍କବାଦୀ ସହେଯାଗୀ ସୁଖବିନ୍ଦର ସିଂହ । ସୁଖବିନ୍ଦର ସିଂହଙ୍କୁ କାନାଡା ସ୍ଥିତ ପିନିପେଗ୍ ସିଟିରେ ଗୁଳି କରି...

ଏକ ଛୋଟ କାରରେ ୨୫ଜଣ ଛୋଟ ପିଲାଙ୍କୁ ଭର୍ତ୍ତି କରି ନେଇ ଯାଉଥିଲେ ଜଣେ ମହିଳା । ମାଡିବସିଲା ପୋଲିସ । କାରରେ ଏତେ ପିଲାଙ୍କୁ ଭର୍ତ୍ତିକରି...

ରାସ୍ତାରେ ଗାଡି ଚଳାଉଥିବା ବେଳେ ନିୟମ ମାନୁ ନାହାଁନ୍ତ କିଛି ଅମାନିଆ ଗାଡି ଚାଳକ । ଯାହାଫଳରେ ପ୍ରତିଦିନ ସଡକ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି ଅନେକ ଲୋକ...

1 min read

ବିହାର: ପାଟଣାରୁ ଠାବ ହେଲା ସେକ୍ସ ର‌୍ୟାକେଟ । ଆଜି ପାଟଣାର ବିହାଟା ପୋଲିସ ଏହି ସେକ୍ସ ର‌୍ୟାକେଟ କୁ ଠାବ କରିଛି । ବିହାଟା ପୋଲିସ...

ମୁମ୍ବାଇ: ଭାତରର ସବୁଠାରୁ ବଡ ବିଜନେସ୍ ମ୍ୟାନ ତଥା ମୁକେଶ ଅମ୍ବାନୀଙ୍କ ଘରେ ଏକାଠି ହେଲେ ବଲିଉଡର ସବୁ ସେଲିବ୍ରିଟି ମାନେ । ଅମ୍ବାନୀଙ୍କ ଘରେ ଏକ...

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୯ରେ ସାରା ଦେଶରେ ବହୁ ଧୁମାଧାମରେ ପାଳିତ ହୋଇଥିଲା ଗଣେଶ ପୂଜା । ଗାଁ ଗହଳି ଠାରୁ ଆରମ୍ଭ କରି ସହରର ଗଳି କନ୍ଦିରେ...

ଗଂଜାମ: ଜୁଆ ଖେଳରେ ମସଗୁଲ ଥିଲେ କିଛି ଅସମାଜିକ ବ୍ୟକ୍ତି । ଏହି ସମୟରେ ପହଞ୍ଚଗଲା ପୋଲିସ । ଅ୍ଧମ ମାଡିବସିଲା ଦୁବୁର୍ତ୍ତ ମାନଙ୍କୁ । ପୂହର୍ବରୁ...

ସମ୍ବଲପୁର: ଆଜି ହେଉଛି ନୂଆଁଖାଇ । ଏହା ହେଉଛି ପଶ୍ଚିମ ଓଡିଶାର ଏକ କୃଷିଭିତ୍ତିକକ ଗଣପର୍ବ । ଏଥିପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ଚାରିଆଡେ ଉତ୍ସାହର...

କେନ୍ଦ୍ରାପଡ଼ା: ବିଳମ୍ବିତ ରାତିରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ଘରେ ଶୋଇଥିଲେ ସମସ୍ତେ । ହେଲେ ହଠାତ ହୁତହୁତୁ ହୋଇ ଜଳି ଉଠିଲା ଘର । ନିଆଁର...