Pratidin TV

Odisha's Digital News Platform

  ଟ୍ରେନ୍ ଦ୍ୱାରା ମାନବ ଚାଲାଣ ରୋକିବା ପାଇଁ ଆରପିଏଫ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ …

1 min read

ବାହାର ରାଜ୍ୟରୁ ଆସୁଥିବା ଅନେକ ନାବାଳକ ଶିଶୁଙ୍କୁ କଟକ ଆରପିଏଫ୍ ଉଦ୍ଧାର କରିବା ପରେ । ଏବେ ଆକ୍ଟିଭ ମୋଡ଼ ରେ ଆରପିଏଫ୍  । ଶିଶୁ ଚାଲାଣକୁ ରୋକିବା ପାଇଁ ଆରମ୍ଭ କରିଛି ସଚେତନତା କାର୍ଯ୍ୟକ୍ରମ । ଆଜି କଟକର ଅଫିସର୍ ଏବଂ ଷ୍ଟାଫ୍ ଅଧିକାରୀଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

ଟ୍ରେନ୍ ଦ୍ୱାରା ମାନବ ଚାଲାଣକୁ ରୋକିବା ପାଇଁ ଯାତ୍ରୀଙ୍କୁ ସଚେତନ କରିବା ପାଇଁ କଟକ ରେଳ ଷ୍ଟେସନରେ “ବଚପନ ବଚାଓ ଆନ୍ଦୋଳନ” ହୋଇଥିଲା । ତେବେ ଏହି ସଚେତନତା କାର୍ଯ୍ୟକ୍ରମ ରେ ଆରପିଏଫ୍ ଟିମ୍ ଫାଲକନୁମା ଏକ୍ସପ୍ରେସ, ଚେନ୍ନାଇ – ହାୱଡା ମେଲ ଇତ୍ୟାଦି ବିଭିନ୍ନ ଯାତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *