Pratidin TV

Odisha's Digital News Platform

ଫୋକସରେ ବାବୁ ସିଂ…. ମିଳିପାରେ ବଡ ମନ୍ତ୍ରୀପଦ 

1 min read

ମୁଖ୍ୟମନ୍ତ୍ରୀ ପଦର ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିବା ପରେ ଏବେ ମନ୍ତ୍ରୀପଦକୁ ନେଇ ବଢ଼ିଲା ଆଶାୟୀ ଓ ଆଶଙ୍କା | ସାମ୍ନାକୁ ଆସୁଛନ୍ତି ଆଶାୟୀ ପାର୍ଥୀ | କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ଫୋକସରେ ରହିଛନ୍ତି ୧୫ ବର୍ଷର ବିଜେଡି ଗଡ଼କୁ ଭାଙ୍ଗିଥିବା ବାବୁ ସିଂଙ୍କ ଉପରେ | ସେ ହେଉଛନ୍ତି ଏକାମ୍ରର ୩ ଥର ବିଧାୟକ ବିଜେଡିର ହେଭିୱେଟ ନେତା ଅଶୋକଂଲ ପଣ୍ଡାଙ୍କୁ ଦେଇଥିଲେ ଚେକମେଟ | ଯାହାର ରାଜନୀତିର ଗୋଟିଏ ଚାଳନାରେ ପଛରେ ପଡିଯାଇଥିଲେ ଅଶୋକ ପଣ୍ଡା |

ତେବେ ରାଜଧାନୀର ୩ ଆସନରୁ କେବଳ ଗୋଟିଏ ଆସନରୁ ବିଜୟ ହୋଇ ଏକାମ୍ର ବିଧାୟକ ବାବୁ ସିଂ ଏବେ ମନ୍ତ୍ରୀପଦ ହଟେଇବାର ଚର୍ଚ୍ଚା ହେଉଛି | ୨0୧୯ ନିର୍ବାଚନରେ ବାବୁ ସିଂ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ | ସେବେଠାରୁ ବିଜେପିର ଆସ୍ଥାଭାଜନ କରିଛନ୍ତି ବାବୁ ସିଂ | ତେଣୁ ବାବୁ ସିଂକୁ ମନ୍ତ୍ରୀପଦ ଦେଇ ବିଜେପି ସର୍ଵପ୍ରାଇଜିଂ ଗେମ ଖେଳିପାରେ | ତେବେ ଛାତ୍ର ଜୀବନରୁ ହିଁ ନିଜ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବାବୁ ସିଂ | ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଛନ୍ତି | ତେବେ କେବଳ ବାବୁ ସିଂ ମନ୍ତ୍ରୀପଦ ଦୌଡ଼ରେ ରହିଛନ୍ତି ଆହୁରି ହେଭିୱେଟ ନେତା ଅଛନ୍ତି ଆଶାୟୀ |

Advertisement

Leave a Reply

Your email address will not be published. Required fields are marked *