Pratidin TV

Odisha's Digital News Platform

ଗତଥର ବୈଜୟନ୍ତି ପାଇଁ ଏଥର BJD ପାଇଁ , କାହିିଁକି ବଦଳିଲେ ବାବୁସାନ୍ ?

1 min read

ଗୋଟେ ପଟେ ଆକାଶ-ଅନୁଭବ୍‌-ଅରିନ୍ଦମ୍‌-ସିଦ୍ଧାନ୍ତ ଦଳ ବଦଳାଇ ବିଜେପିରେ ମିଶିଥିବା ବେଳେ ଏବେ ବାବୁସାନ ମଧ୍ୟ ପଛରେ ପଡିନାହାନ୍ତି । ସେ ଗତବର୍ଷ ବଜେପି ପାଇଁ ପ୍ରଚାର କରିଥିବା ବେଳେ ଏଥର କରିବେ ବିଜେଡି ପାଇଁ ପ୍ରଚାର । ଯାହା ବାବୁଶାନଙ୍କ ଶଙ୍ଖଭବନ ଆସିବା ପରେ ସ୍ପଷ୍ଟ ହୋଇଛି । ଏଥର ଚାରି ଚାରି ଜଣ ସିନେଷ୍ଟାରଙ୍କୁ ଏକା ମତ୍ ଦେବେ ବାବୁଶାନ୍ । ଦେଖିବା ବାକି ରହିଲା ଏଥର ବିଜେପିକୁ ପାଣି ପିଆଇବା ପାଇଁ ବିଜେଡି ଆଉକେଉଁ ଷ୍ଟାଟାର୍ଜି ଆପଣାଉଛି ।

Leave a Reply

Your email address will not be published. Required fields are marked *