Pratidin TV

Odisha's Digital News Platform

ଆଖିରେ ଲଙ୍କାଗୁଣ୍ଡ ପକାଇ କରୁଥିଲେ ଲୁଟ୍ , ବାନ୍ଧିଲା ବାଲିଅନ୍ତା ପୋଲିସ ।

1 min read

õଭୁବନେଶ୍ୱର ରାଜ ରାସ୍ତାରେ ଲୋକଙ୍କୁ ଅଟକାଇ ହଠାତ୍ ଲଙ୍କାଗୁଣ୍ଡ ଛାଟୁଥିଲେ ଆଉ ଲୋକଙ୍କ ପାଖରୁ ଲୁଟ୍ କରୁଥିଲା ଅଭିଯୁକ୍ତ ସଞ୍ଜୟ –ସମୀରଙ୍କ ଟିମ୍ । ବଡ ବଡ ଖଣ୍ଡା ଛୁରୀ ଦେଖାଇ ଲୋକମାନଙ୍କୁ ଭୟଭିତ ମଧୟ କରୁଥିଲେ ତାପରେ ଲୁଟ୍ କରନ୍ତି । ଏହା ସହ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପଶି ଏମାନେ ଗ୍ରିଲ୍ ତାଡି ମଧ୍ୟ ଲୁଟ୍ କରୁଥିବାର ଅଭିଯୋଗ ହୋଇଥିଲା । ଅନେକ ଥର ଜେଲ ଯାଇ ମଧ୍ୟ ସୁଧୁରୁ ନାହନ୍ତି ଏଭଳି ଅପରାଧି । ବେଲରେ ଆସି ପୁଣି କରୁଛନ୍ତି ଲୁଟ୍ ପାଟ୍ ।

Advertisement

Leave a Reply

Your email address will not be published. Required fields are marked *