Pratidin TV

Odisha's Digital News Platform

ବାଙ୍ଗଲାଦେଶୀ ଫେରିବାଲା ଓଡିଶା ଲୋକଙ୍କୁ ବୋକା ବନାଉଛନ୍ତି ।

ବାଙ୍ଗଲାଦେଶରେ ଯାହା ହେଉଛି ତାହା ଅନ୍ୟାୟ । ଛାତ୍ର ଆନ୍ଦୋଳନ କେବେ ଝିଅ , ବୋହୂଙ୍କୁ ଅସମ୍ମାନ ଦେବା , ଜାତୀର ପିତାଙ୍କ ମୂର୍ତ୍ତିକୁ ଭାଙ୍ଗିବା , ରାସ୍ତାରେ ଲୋକମାନଙ୍କୁ ହାଣିବା ଭଳି କାମକୁ ପ୍ରସୟ ଦିଏନାହିଁ । ସେମାନେ ଓଡିଶାକୁ ପଶିବାକୁ ଚେଷ୍ଟା ଚଳାଇଛନ୍ତି । ଫେରିବାଲା ରୂପରେ ଗାଁ ଗାଁ ବୁଲୁଛନ୍ତି ଆଉ ଓଡିଶା ଲୋକଙ୍କୁ ଭୂଆଁ ବୁଲାଇ ଏମିତି କରୁଛନ୍ତି …

Leave a Reply

Your email address will not be published. Required fields are marked *