ଅକ୍ଟୋବରରେ ମୋଟ ୨୧ ଦିନ ବନ୍ଦ ରହିବ ବ୍ୟାଙ୍କ , ସାରି ଦିଅନ୍ତୁ ଆଗୁଆ ବ୍ୟାଙ୍କ କାମ
1 min readଭୁବନେଶ୍ୱର : ସାଧରାଣତଃ ପ୍ରତ୍ୟକ ମାସରେ ବ୍ୟାଙ୍କ ଗୁଡିକ କେବଳ ରବିବାର ଏବଂ କୌଣସି ହଲିଡେ ରେ ଛୁଟି ରହିଥାଏ । କିନ୍ତୁ ଆସନ୍ତା ମାସ ଅକ୍ଟୋବରରେ ବ୍ୟାଙ୍କ ୨୧ ଦିନ ବନ୍ଧ ରହିବ । ଏନେଇ RBI (ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ)
ତାଲିକା ଜାରି କରି ଦେଇଛି ।
ତେବେ ଆସନ୍ତୁ ଜାଣିବା ଅକ୍ଟୋବରରେ କେଉଁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ –
-ବ୍ୟାଙ୍କର ଅର୍ଦ୍ଧବାର୍ଷିକ କ୍ଲୋଜିଙ୍ଗ୍ (ପୂରା ଦେଶରେ)
-ରବିବାର ଏବଂ ଗାନ୍ଧୀ ଜୟନ୍ତୀ ଛୁଟି (ପୂରା ଦେଶରେ)
-ମହାଷ୍ଟମୀ (ଦୁର୍ଗା ପୂଜା) (ଅଗରତାଲା, ଭୁବନେଶ୍ୱର, ଗୌହାଟୀ, ଇମ୍ଫାଲ, କୋଲକାତା, ପାଟନା, ରାଞ୍ଚିରେ ଛୁଟି ରହିବ)
-ମହାନବମୀ ଏବଂ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମୋତ୍ସବ (ଅଗରତାଲା, ବେଙ୍ଗାଲୁରୁ, ଭୁବନେଶ୍ୱର, ଗୌହାଟୀ, କୋଲକାତା, ଚେନ୍ନାଇ, ଗ୍ୟାଙ୍ଗଟକ, କାନପୁର, କୋଚ୍ଚି, କୋଲକାତା, ଲକ୍ଷ୍ନୌ, ପାଟନା, ରାଞ୍ଚି, ଶିଲଙ୍ଗ, ଥିରୁବନନ୍ତପୁରମ୍ରେ ଅବକାଶ ରହିବ)
-ଦୁର୍ଗା ପୂଜା/ଦଶହରା (ବିଜୟ ଦଶମୀ) (ସମଗ୍ର ଦେଶରେ ଛୁଟି)
-ଦୁର୍ଗା ପୂଜା (ଦସାଇ) (ଗ୍ୟାଙ୍ଗ୍ଟକରେ ଅବକାଶ ରହିବ)
-ଦୁର୍ଗା ପୂଜା (ଦସାଇ) (ଗ୍ୟାଙ୍ଗ୍ଟକରେ ଛୁଟି)
-ଦ୍ୱିତୀୟ ଶନିବାର ଛୁଟିଦିନ ଏବଂ ମିଲାଦ-ଏ-ସରିଫ/ ଇଦ୍-ଏ-ମିଲାଦ-ଉଲ-ନବି (ମହମ୍ମଦଙ୍କ ଜନ୍ମଦିନ) (ଭୋପାଳ, ଜମ୍ମୁ, କୋଚ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମରେ ଅବକାଶ ରହିବ)
-ରବିବାର
-କରଓ୍ଵା ଚୌଥ୍ (ଶିମ୍ଲା)
-ଇଦ୍-ଏ-ମିଲାଦ-ଉଲ-ନବି (ଜମ୍ମୁ, ଶ୍ରୀନଗରରେ ଛୁଟି ରହିବ)
-ରବିବାର
-କଟି ବିହୁ (ଗୌହାଟୀରେ ଛୁଟି)
-ଚତୁର୍ଥ ଶନିବାର
-ରବିବାର
-କାଳୀ ପୂଜା, ଦୀପାବଳି, ନରକ ଚତୁର୍ଦ୍ଦଶୀ (ଗ୍ୟାଙ୍ଗ୍ଟକ, ହାଇଦ୍ରାବାଦ ଏବଂ ଇମ୍ଫାଲକୁ ଛାଡ଼ି ପୂରା ଦେଶରେ ଛୁଟି)
-ଲକ୍ଷ୍ମୀ ପୂଜା, ଦୀପାବଳି, ଗୋବର୍ଦ୍ଧନ ପୂଜା (ଗ୍ୟାଙ୍ଗ୍ଟକ, ହାଇଦ୍ରାବାଦ, ଇମ୍ଫାଲ ଓ ଜୟପୁରରେ ଛୁଟି)
-ଗୋବର୍ଦ୍ଧନ ପୂଜା, ବିକ୍ରମ ସମ୍ୱତ ନବବର୍ଷ ଦିବସ, ଭାଇ ଦୂଜ, ଦୀପାବଳି (ବାଲି ପ୍ରତିପଦା), ଲକ୍ଷ୍ମୀ ପୂଜା, -ପ୍ରବେଶ ଦିବସ (ଅହମ୍ମଦାବାଦ, ବେଙ୍ଗାଲୁରୁ, ଡେରାଡୁନ୍, ଗ୍ୟାଙ୍ଗ୍ଟକ, ଜମ୍ମୁ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଶିମଲା, ଶ୍ରୀନଗରରେ ଛୁଟି ରହିବ)
-ଭାଇ ଦୂଜ, ଚିତ୍ରଗୁପ୍ତ ଜୟନ୍ତୀ, ଲକ୍ଷ୍ମୀ ପୂଜା, ଦୀପାବଳି, ନିଙ୍ଗୋଲ ଚକ୍କୁବା (ଗ୍ୟାଙ୍ଗଟକ, ଇମ୍ଫାଲ, କାନପୁର, ଲକ୍ଷ୍ନୌରେ ଛୁଟି)
ରବିବାର
-ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ, ସୂର୍ୟ୍ୟ ଷଷ୍ଠୀ ଡାଲା ଛଠ୍ (ସକାଳ ଅର୍ଘ୍ୟ), ଛୁଠ୍ ପୂଜା (ଅହମ୍ମଦାବାଦ, ରାଞ୍ଚି ଏବଂ ପାଟନାରେ ଛୁଟି)