Pratidin TV

Odisha's Digital News Platform

ସୋସିଆଲ ମିଡିଆରେ କାହିଁକି ଲୋକଙ୍କୁ ଜବାବ ଦେଉନାହାନ୍ତି ବର୍ଷା ? ଖୋଲିଦେଲେ ପୁରା ସତ ….

ସୋସିଆଲ ମିଡିଆ ସବୁବେଳେ ବିକାଶର କାରଣ ହେବା ଉଚିତ୍ ବିନାଶର ନୁହେଁ ବୋଲି ଆଜି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ ମିଡିଆ ସମସ୍ତଙ୍କୁ ବାନ୍ଧି ରଖିବା ଉଚିତ୍ ନାହିଁକି ପରସ୍ତରକୁ ବଦନାମ କରିବା , ମୁଁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ , ମିଛ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ମାଧ୍ୟମ କରେ ନାହିଁ । ସେଥିପାଇଁ ମୁଁ ସୋସିଆଲ ମିଡିଆରେ ଜାବାବ୍ ଦିଏନାହିଁ ।

Leave a Reply

Your email address will not be published. Required fields are marked *