Pratidin TV

Odisha's Digital News Platform

ବର୍ଷାଙ୍କ ହସରେ ହସୁଛି ବଡଚଣା , ଚାଲିଛି ଜୋରଦାର୍ ପ୍ରଚାର ।

1 min read

ନବୀନବାବୁ ଓ ବଡଚଣା ବାସୀଙ୍କୁ ପ୍ରାଣକେନ୍ଦ୍ର କହିଲେ ବର୍ଷା ମୁଁ ମାତ୍ର ସାରଥୀଟିଏ । ବଡଚଣାରେ ବର୍ଷାଙ୍କ ପ୍ରଚାର ଜୋର ଧରିଥିବାବେଳେ ଜଣେ ଅଭିନେତ୍ରୀଙ୍କୁ ରାଜନେତ୍ରୀ ଭାବେ ଦେଖିବାକୁ ଆଗ୍ରହୀ ବଡଚଣା ବାସୀ । କିନ୍ତୁ ବଡଚଣାରେ କଣ ବାଜିମାରିପାରିବେ ବର୍ଷା ? ତାହା କେବଳ ନିର୍ବାଚନର ଫଳାଫଳରେ ହିଁ ଜଣାପଡିବ ।

Advertisement

Leave a Reply

Your email address will not be published. Required fields are marked *