ମୁଣ୍ଡରେ ତେଲ ଲଗାଇବା ପୂର୍ବରୁ ଜାଣିରଖନ୍ତୁ ନାରଦ ପୂରାଣର ଏହି ଗୁରୁତ୍ୱପୂର୍ଣ୍ଣ ନିୟମ …
1 min readଭୁବନେଶ୍ୱର ; ମୁଣ୍ଡରେ ତେଲ ଲଗାଉଥିଲେ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ନାରଦ ପୂରାଣ ଅନୁଯାୟୀ ଜାଣନ୍ତୁୁ କେଉଁ ବାରରେ ତେଲ ଲଗାଇଲେ ମିଳିଥାଏ ଲାଭ । ଆଉ କେଉ ବାରରେ ତେଲ ଲଗାଇବା ଦ୍ୱା ରା ହୋଇଥାଏ ସର୍ବନାଶ ।
ତେବେ ନାରଦ ପୂରାଣର ୩୪୯ ପୃଷ୍ଠାରେ ଲେଖାଯାଇଥିବା ନିୟମ ଅନୁଯାୟୀ –ଆମେ ସପ୍ତାହର ସବୁବାରରେ ତେଲ ଲଗାଇବା ଠିକ୍ ନୁହେଁ ଏହାଦ୍ୱାରା ଆମ ଜୀବନ ଉପରେ ଅନେକ କୁ -ପ୍ରଭାବ ପଡିଥାଏ । ତେବେ ଜାଣି ରଖନ୍ତୁ କେଉଁ ବାରରେ ମୁଣ୍ଡରେ ତେଲ ଲଗାଇବା ଠିକ୍ ।
ରବିବାର – ଏହି ବାରରେ ମୁଣ୍ଡରେ ତେଲ ଲଗାବଇା ଦ୍ୱାରା ମଣିଷ ଜୀବନରୁ ରୋଗ ବ୍ୟାଧି ଛାଡି ଯାଏ ନାହିଁ । ତେଣୁ ଭୁଲରେ ବି ଏହି ବାରରେ ଲଗାନ୍ତୁ ନାହିଁ ତେଲ ।
ସୋମବାର –ଏହି ବାରରେ ତେଲ ଲଗାଇବା ଦ୍ୱାରା ଆପଣଙ୍କ ଜୀବନରେ ସକରାତ୍ମକ ପ୍ରଭାବ ପଡିଥାଏ । ଏବଂ ମଣିଷର ସୁନ୍ଦରତା ବୃଦ୍ଧି ପାଇଥାଏ ବୋଲି ନାରଦ ପୁରାଣରେ ଉଲ୍ଲେଖ ରହିଛି ।
ମଙ୍ଗଳବାର- ମଙ୍ଗଳବାର ତେଲ ଲଗାଉଥିଲେ ଆଜିହିଁ ଛାଡି ଦିଅନ୍ତୁ ଆପଣଙ୍କ ଏହି କୁ ଅଭ୍ୟାସ । ନହେଲେ ସବୁବେଳେ ଆପଣଙ୍କ ପରିବାରରେ ଲାଗି ରହିବ ରୋଗ ବ୍ୟାଧି ।
ବୁଧବାବାର-ବୁଧବାର ତେଲ ଲଗାବା ଦ୍ୱାରା ଆପଣଙ୍କ ଜୀବନରେ ସ୍ୱଭାଗ୍ୟର ବୃଦ୍ଦୀ ହୋଇଥାଏ ।
ଗୁରୁବାର/ଶୁକ୍ରବାର – ଏହି ଦୁଇ ବାରରେ ତେଲ ଲଗାଇବା ଦ୍ୱାରା ସ୍ୱଭାଗ୍ୟର ହାନି ହୁଏ ବୋଲି ନାରଦ ପୂରାଣରେ ଉଲ୍ଲେଖ ରହିଛି ।
ଶନିବାର- ଶନିବାର ମୁଣ୍ଡରେ ତେଲ ଲଗାଇବା ଦ୍ୱାରା ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ ।
ତେଣୁ ଆପଣମାନେ ଆଜିଠାରୁ ହିଁ ମୁଣ୍ଡରେ ତେଲ ଲଗାଇବାର ବାର ବଦଳାନ୍ତୁ ।