Pratidin TV

Odisha's Digital News Platform

IPL ପୂର୍ବରୁ ଧୋନିଙ୍କ କିଲର ଲୁକ୍ , ଫିକା ପଡିଲା ପୁରା ବଲିଉଡ୍ ।

1 min read

ମାହିଙ୍କ ନୂଆ ଲୁକ୍‌ରେ ଆଗରେ ଫିକା ପଡିଲା ପୁରା ବଲିଉଡ୍ । IPL ପୂର୍ବରୁ ଧୋନିଙ୍କ କିଲର ଲୁକ୍ , ଫିକା ପଡିଲା ପୁରା ବଲିଉଡ୍ । ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ଥଲ୍ଲା ଅର୍ଥାତ୍ ଆମ ସଭିଙ୍କ ପ୍ରିୟ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ଏବେ ସବୁଠି କ୍ରେଜ୍ । କାରଣ ଏହି ୪୩ ବର୍ଷ ବ୍ୟକ୍ତିଙ୍କ ଡ୍ୟାସିଂ ଲୁକ୍‌ରେ ଏବେ ପୁରା ଘାଇଲା ବିଶ୍ୱବାସୀ । ବଲିଉଡ୍ କଣ ହଲିଉଡ୍ ହିରୋଙ୍କୁ ମଧ୍ୟ ପଛରେ ଛାଡିଦେବ ମାହିଙ୍କ ଏପରୁ ଲୁକ୍ । ଆଉ ଏହି ଲୁକ୍ ପଛରେ ଅଛି ଲୋକପ୍ରିୟ ହେୟାର ଷ୍ଟାଇଲିଶ ଅଲିମ ହକିମ ଙ୍କ ହାତ ।

ଏହି ଫଟୋକୁ ଯିଏ ଦେଖିବ ସେ ଓଏମ୍‌ଜି ନକହି ରହି ପାରିବନି ବୋଧେ । କଣ ଲାଗୁଛି ମାହିଙ୍କ ଫ୍ୟାନ୍ସଙ୍କୁ ? କାରଣ ଯେଉଁଠି ସେ ଆଇପିଏଲରୁ ସନ୍ନ୍ୟାସ ନେବେ ବୋଲି ଚର୍ଚ୍ଚା ଚାଲିଥିଲା । କିନ୍ତୁ ଏବେ ଧୋନିଙ୍କ ଏଭଳି ଲୁକ୍ ଦେଖି ଆସନ୍ତା ଆଇପିଏଲ ୨୦୨୫ରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Leave a Reply

Your email address will not be published. Required fields are marked *