Pratidin TV

Odisha's Digital News Platform

ବସ୍ ରିଲିଜ୍ ପୂର୍ବରୁ ଜାଣନ୍ତୁ ବର୍ଷାଙ୍କ ବିଷୟରେ କିଛି ଏଭଳି କଥା ଯାହା କାହାକୁ ନାହିଁ ଜଣା ।

ମାର୍ଚ୍ଚ ୭ ରେ ବଡ ପରଦାରେ ମୁକ୍ତିଲାଭ କରୁଛି ନାରୀ କେନ୍ଦ୍ରିକ ସିନେମା ବସ୍ । ଯେଉଁଥିରେ ଏକ ପାୱାରଫୁଲ୍ ରୋଲରେ ନଜର ଆସିବେ ଓଲିଉଡ୍ ଗ୍ଲାମର କୁଇନ୍ ବର୍ଷା ପ୍ରିୟଦର୍ଶୀନି । ତେବେ ଫିଲ୍ମ ରିଲିଜ୍ ପୂର୍ବରୁ ଚାଲନ୍ତୁ ଜାଣିନେବା ବର୍ଷାଙ୍କ ବିଷୟରେ କିଛି ଏଭଳି କଥା ଯାହା କାହାକୁ ନାହିଁ ଜଣା ।

Leave a Reply

Your email address will not be published. Required fields are marked *