Pratidin TV

Odisha's Digital News Platform

ଦୀପାବଳି ପୂର୍ବରୁ ଅସାଧୁ ବାଣ ବେପାରୀଙ୍କୁ ସାବାଡ୍ କଲା ପୋଲିସ …

1 min read

ବ୍ରହ୍ମପୁର ; ଦୀପାବଳି ପୂର୍ବରୁ ବେଆଇନ ବାଣ ଜବତ କଲା ବଡ ବଜାର ଥାନା ପୋଲିସ । ଆଗକୁ ଦୀପାବଳି ଥିବା ବେଳେ ବ୍ରହ୍ମପୁର ସହର ରେ ସକ୍ରିୟ ହେଉଛନ୍ତି ଅସାଧୁ ବାଣ ବେପାରୀ । ଅସାଧୁ ବାଣ ବେପାରୀଙ୍କୁ ସାବଡ କରିବା ପାଇଁ ସଜାଗ ହୋଇଛି ବ୍ରହ୍ମପୁର ପୋଲିସ ।

ଗତକାଲି କାଲି ରାତିରେ ବ୍ରହ୍ମପୁର SP ଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପାଣିଗୀର ପେଣ୍ଠ ସାହିରେ ଥିବା ବେଆଇନ ବାଣ ଗୋଦାମ କୁ ସିଲ କରିବା ସହିତ ସମ୍ପୃକ୍ତ ଥିବା ୩ଜଣ ଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର SP ।

Leave a Reply

Your email address will not be published. Required fields are marked *