Pratidin TV

Odisha's Digital News Platform

ଭଦ୍ରକ ଓ କେନ୍ଦୁଝର ସୀମା ବିବାଦର ଉଗ୍ର ରୂପ ; ଦୋକାନ ବଜାର ଗାଡ଼ି ପୋଡ଼ିଦେଲେ ଦୁର୍ବୁତ୍ତ..

1 min read

ଭଦ୍ରକ : ସୀମା ବିଦାବକୁ ନେଇ ତୁମୁଳ କାଣ୍ଡ, ଜାଳିଦେଲେ ଦୋକାନ ଘର, ଗାଡି ମୋଟର । ଭଦ୍ରକ ଜିଲ୍ଳା ଓ କେନ୍ଦୁଝର ସୀମା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । ଭଦ୍ରକ ଜିଲ୍ଳା ବନ୍ତ ଥାନା ଅଧୀନ ଅପାଣ୍ଡା ଓ ଓରାଳି ଦୁଇ ଗ୍ରାମକୁ ନେଇ ସୀମା ବିବାଦ ଲାଗିଥିବା ବେଳେ ଗତକାଲି ଆପଣ୍ଡା ଛକରେ କିଛି ଦୁର୍ବୁତ ଆସି ଦୋକାନ ଘର, କାର ବାଇକ୍ ପୋଡ଼ି ଦେଉଛନ୍ତି।

ଗ୍ରାମ ବାସୀଙ୍କ କହିବା ଅନୁସାରେ ସୀମା ନିର୍ଦ୍ଧାରଣ ପୁର୍ବରୁ ଓରାଲି ଛକଟି ଆନନ୍ଦପୁର ଅଧୀନ ରେ ଥିଲା କିନ୍ତୁ ସୀମା ନିର୍ଦ୍ଧାରଣ ପାରେ ଏହା ଭଦ୍ରକ ଅଧୀନ କୁ ଆସିଥିଲା କିନ୍ତୁ ଏହି ସୀମା ବିବାଦ ତୁଟି ନଥିବା ବେଳେ ଉଭୟ ପକ୍ଷ ନିଜର ବୋଲି ଦାବୀ କରିଆସୁଛନ୍ତି ଯାହାକୁ ନେଇ ଗତକାଲି ତୁମୁଳ କାଣ୍ଡ ଘଟିଛି, ପରିସ୍ଥିତି କୁ ଦେଖି ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *