Pratidin TV

Odisha's Digital News Platform

ଅଗଷ୍ଟ ୧ ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

1 min read

ଭୁବନେଶ୍ୱର : ପ୍ରତିବର୍ଷ ଭିତର କନିକା ଜାତୀୟ ଉଦ୍ୟାନ କୁମ୍ଭୀର ମାନଙ୍କ ପ୍ରଜନନ ଋତୁ ପାଇଁ ମେ ୧ ରୁ ଜିଲାଇ ୩୧ ତାରିଖ ଯାଏ ବନ୍ଦ ରହିଥାଏ ।ତେବେ ପୁରା ୩ ମାସ ଧରି ବନ୍ଦ ରୁହେ ଏହି ଉଦ୍ୟାନ । ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତର କନିକାର ପ୍ରବେଶ ଉପରେ କଟକଣା ଜାରି କରାଯାଏ ।

ତେବେ ଅଗଷ୍ଟ ୧ ରୁ ଖୋଲିବା ଉଦ୍ୟାନ ପାଇଁ ,ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଅଗଷ୍ଟ ୧ ରୁ ପୁଣି ଆଗଭଳି ପର୍ଯ୍ୟଟକ ମାନେ ଭିତରକନିକା ଜାତୀୟ ଉଦ୍ୟାନର ମଜା ନେଇ ପାରିବେ ।

Advertisement

Leave a Reply

Your email address will not be published. Required fields are marked *